ଚୋରି ସନ୍ଦେହରେ ନାବାଳକକୁ ବାନ୍ଧି ନିସ୍ତୁକ ମାଡ଼

0

ଅନୁଗୁଳ: ବୁଧବାର ସକାଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ଗ୍ୟାରେଜରୁ ଚୋରି ସନ୍ଦେହରେ ନାବାଳକକୁ ଗ୍ୟାରେଜ ମାଲିକ ଖୁଣ୍ଟରେ ବାନ୍ଧି ବାଡ଼ିଆପିଟା କରିଥିଲେ। ତେବେ କିଛି ସମୟ ପରେ ଧମକ ଚମକ୍ ଦେଇ ନାବାଳକକୁ ଛାଡି ଦିଆଯାଇଥିଲା।

Leave A Reply

Your email address will not be published.

error: Content is protected !!