ଡିସେମ୍ବର ୨ରେ ଅନାସ୍ଥା ଭୋଟ

ଖଲାରି ସରପଞ୍ଚଙ୍କ ସ୍ଥିତି ଟଳମଳ

0

ଅନୁଗୁଳ: ଅନୁଗୁଳ ବ୍ଲକ୍ ଖଲାରି ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ଡିସେମ୍ବର ୨ ତାରିଖରେ ଭୋଟ ଗ୍ରହଣ ପାଇଁ ସ୍ଥିର ହୋଇଛି। ମୋଟ ୧୩ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୯ ଜଣ ଶ୍ରୀ ମହରଣାଙ୍କ ବିରୋଧରେ ସ୍ବାକ୍ଷର କରିଛନ୍ତି। ତେବେ ଇତି ମଧ୍ୟରେ ୱାର୍ଡ ମେମ୍ବରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ସରପଞ୍ଚ ନିଜ ସପକ୍ଷରେ ଭୋଟ ପାଇଁ ବିରୋଧୀ ୱାର୍ଡ ମେମ୍ବରଙ୍କୁ ମନାଇବା ପାଇଁ ଜୋର‌୍‌ଦାର‌୍‌ ଉଦ୍ୟମ ଚଳାଇଛନ୍ତି।

Leave A Reply

Your email address will not be published.

error: Content is protected !!