Sunshine Communication

ସର୍ଟ ସର୍କିଟରୁ ଜଳିଗଲା ୨ ବଖରା

0

ଅନୁଗୁଳ: ଅନୁଗୁଳ ବ୍ଳକ୍ ବନ୍ତଳା ଥାନା ଅନ୍ତର୍ଗତ କଂଜା ଗ୍ରାମରେ ଗତ ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଭସ୍ମୀଭୂତ ହୋଇଯାଇଛି । କଂଜା ଗାଁର ସ୍ଵର୍ଗତ ରବି ଦେହୁରୀଙ୍କ ଘରେ ତାଙ୍କ ପତ୍ନୀ ରହୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଦୁଇ ବଖରା ସମେତ ତାଙ୍କର ସମସ୍ତ ଆସବାବପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ପୋଡ଼ି ନଷ୍ଟ
ହୋଇଯାଇଥିଲା ।

 

 

 

Puspa Facial Hub

Leave A Reply

Your email address will not be published.