Sunshine Communication

ଅନୁଗୁଳ ଜିଲ୍ଲା ବିଜେଡିର ନୂଆ କର୍ମକର୍ତ୍ତା

0

ଅନୁଗୁଳ: ଶୁକ୍ରବାର ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ବିଜେଡି କମିଟିକୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ର˚ଜନ ମଙ୍ଗରାଜ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ବୋଲି ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ କହିଛନ୍ତି।

ଏହି କମିଟିରେ ଜଣେ ସାଧାରଣ ସମ୍ପାଦକ, ୫ ଜଣ ଉପସଭାପତି, ୧୦ ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଏହି କମିଟିରେ ମହିଳା, ଅନୁସୂଚିତ ଜାତି ବର୍ଗର ଲୋକମାନଙ୍କୁ ବି ନିଆଯାଇଛି ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।

Puspa Facial Hub

Leave A Reply

Your email address will not be published.