Sunshine Communication

ଶୋଇଥିବାବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅନୁଗୁଳ: ବଅଁରପାଳ ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ଵର ଘଡ଼େଇଙ୍କ ଘରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଘର କବାଟ ବନ୍ଦ କରିଦିଆ ଯାଇଥିବାରୁ…
Read More...

ଶିକ୍ଷାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର ଦେଲେ ମହେଶ

ଅନୁଗୁଳ: ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଂସଦ ମହେଶ ସାହୁ ସାକ୍ଷାତ କରି ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।…
Read More...

ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କଲେ ପତ୍ନୀ

ଅନୁଗୁଳ: ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମର ଦେବକାନ୍ତ ପ୍ରଧାନ ଓରଫ ହିତୁ (୪୨) କୋଭିଡ୍ ସଂକ୍ରମିତ ହୋଇ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ମାସାଧିକ…
Read More...

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍। ସୂଚନା ମୁତାବକ, ଜଣେ ୧୫ ବର୍ଷର ନାବାଳିକା ଗତ ୧୫ ତାରିଖ ଦିନ ୨ ଟା ବେଳେ…
Read More...

ଦାଦାବଟି ଆଦାୟ, ଯୁବକ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା- କାଳିଆକଟା ରାସ୍ତାରେ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କାଳିଆକଟା ଗାଁର ହାଡ଼ିବନ୍ଧୁ ପ୍ରଧାନ(୩୦)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ହାଡ଼ିବନ୍ଧୁ ଶନିବାର…
Read More...

ଆମ୍ବୁଲାନ୍ସରୁ କାଚ ଭାଙ୍ଗି ଆହତ ଯୁବକ ଛୁ’

ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍‌କୋ ଥାନା କୁଲାଡ଼ ବ୍ରାହ୍ମଣୀଦେଈ ମନ୍ଦିର ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଟାଟା ଭୂଷଣ କାରଖାନାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଥିବା ଜଣେ ରୋଗୀ…
Read More...

ଭୁଜାଲି ଚୋଟରେ ଡିଆଇଇଟି ଅଧ୍ୟକ୍ଷ ଆହତ

ଅନୁଗୁଳ: ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ଦାସଙ୍କ ଉପରେ ଶୁକ୍ରବାର ଅପରାହ୍ନରେ ଆକ୍ରମଣ ହୋଇଛି। ଛୁଟି ନାମଂଜୁର କରିବାରୁ ରାତ୍ର ଜଗୁଆଳି ଏକ ଭୁଜାଲିରେ ଆକ୍ରମଣ…
Read More...

ଚାକିରି ନାଁ’ରେ ୨ ଲକ୍ଷ ଠକେଇ, ଦମ୍ପତି ଗିରଫ

ଅନୁଗୁଳ: ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଗୁରୁବାର ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଏମ୍‌ସିଏଲ୍‌ର ଜଗନ୍ନାଥ କଲୋନୀର ଚିତ୍ରସେନ ପ୍ରଧାନଙ୍କ…
Read More...

ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ। ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସେହି ଗାଁର…
Read More...

ଲକ୍ଡ଼ାଉନରେ ଜୁଆର ଆସର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରା ବନ୍ଧ ଗ୍ରାମର ଲକ୍ଷ୍ମି ଠାକୁରାଣିଙ୍କ ଘରେ ଚାଲିଥିଲା ଜୁଆ ଆଡ୍ଡା ଉପରେ ସୋମବାର ରାତିରେ ଚଢାଉ କରାଯାଇଥିଲା। ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବରପାଇ…
Read More...