ଛାତ୍ର କ˚ଗ୍ରେସ କଲା ଜୋତା ପଲିସ

0

ଅନୁଗୁଳ: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ ଛାତ୍ର କ˚ଗ୍ରେସ ପକ୍ଷରୁ ଗାନ୍ଧୀ ପାର୍କଠାରେ ଜୋତା ପଲିସ୍‌ କାମ କରାଯାଇଥିଲା।ନବୀନ ସରକାରରେ ଦାରିଦ୍ର୍ୟ ଓ ବେକାରୀ ହୁ ହୁ ହୋଇ ବଢ଼ୁଥିବା ବେଳେ ଶିକ୍ଷିିତ ଯୁବକମାନେ ବେକାର ହୋଇ ବୁଲୁଥିବାରୁ ଏଥିରେ କ୍ଷୁବ୍ଧ ହୋଇ କ˚ଗ୍ରେସ ପକ୍ଷରୁ ଏଭଳି ଅଭିନବ ପ୍ରତିବାଦ କରାଯାଇଥିଲା। ଏଥିରେ ରାଜୀବ ଗାନ୍ଧି ଛାତ୍ର ସ˚ଗଠନର ସଭାପତି ଫାରୁକ୍‌ ଅହମ୍ମଦ, କୈଳାଶ ପ୍ରଧାନ, ଶିବାନୀ ଶଙ୍କର ଗୌଡ଼ ଆଲୋକ ଦାଶ, ତୁଷାର ପ୍ରଧାନ, ଆଲୋକ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!