Browsing Tag

Angul Fights Corona

ସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହି ଟୀକାକରଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ…
Read More...

କୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାବେଳେ ତୃତୀୟ ଲହରର ଆଶଙ୍କା ଏବଂ ପଡୋଶୀ ଢେଙ୍କାନାଳ ଜିଲ୍ଲାରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଦେଖି ଅନୁଗୁଳ ସାଧାରଣ ପ୍ରଶାସନ ପକ୍ଷରୁ କଡା…
Read More...

କୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କଞ୍ଜର। ଗାଁରେ କରୋନା ଟିକା ନେବାପରେ ଜଣେ ୬୭ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ଦିଗାମ୍ବର ବେହେରା(୬୭) ଅଙ୍ଗନବାଡି…
Read More...

ଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସ୍ବତନ୍ତ୍ର ଟିକାକରଣ ଅଭିଯାନ। ଏହି ଅଭିଯାନର ସଠିକ୍‌ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ…
Read More...

ବେଲସୁଣ୍ଠାରେ ସାମୁହିକ ଟୀକାକରଣ

ଅନୁଗୁଳ: ଅନୁଗୁଳ ବେଲସୁଣ୍ଠା ଜାନସେନ ଲେପ୍ରସୀ କଲୋନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଏକ ସାମୁହିକ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହାକୁ ଆନୁଷ୍ଠାନିକ…
Read More...

କରୋନା ପଜିଟିଭ ସଂଖ୍ୟା ଶୂନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରାନ୍ତରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗୁରୁବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ଏଥିସହ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା…
Read More...

ଅନୁଗୁଳରେ କରୋନା ସଂକ୍ରମଣ ଦୁଇ ଅଙ୍କରୁ ଖସିଲା, ୫ ନୂଆ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉପରତଳ ହେଉଥିବା ବେଳେ ଶନିବାର ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କକୁ ଖସିଚି।ଆଜି ଜିଲ୍ଲାରେ ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ…
Read More...

ପୁଣି ଜୋରଦାର ହେବ ମାସ୍କ ଚେକିଂ

ଅନୁଗୁଳ: କରୋନାର ତୃତୀୟ ଲହରର ଭୟବହତା ସହ ଏଥିରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହିଥିବା ବିଶେଷଜ୍ଞ କହୁଥିବା ବେଳେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋର ଧରିଲାଣି । ଅପରପକ୍ଷରେ କରୋନାର ପ୍ରଥମ ଓ ଦ୍ଵିତୀୟ…
Read More...

ସମ୍ଭାବ୍ୟ ତୃତୀୟ ଲହର ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଅନୁଗୁଳ: ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଡିସିନ…
Read More...

ଆଜି ୪ଟି ସ୍ଥାନରେ ଟିକାକରଣ

ଅନୁଗୁଳ: ୧୮ ବର୍ଷରୁ ଅଧିକଙ୍କ ପାଇଁ କରୋନା ଟିକାକରଣ ଲାଗି ସୋମବାର ଅନୁଗୋଳ ପୌରପାଳିକାର ୪ଟି ସ୍ଥାନକୁ ମନୋନୀତ କରାଯାଇଛି । ଏହିକ୍ରମରେ ପୌରପାଳିକାର ୱାର୍ଡ ନମ୍ବର ୧୪ ଏଲାଇଟ୍ କ୍ଲବ, ୱାର୍ଡ ନମ୍ବର ୧୫ର ବିଜୁ ୟୁଥ୍ କ୍ଲବ,…
Read More...
error: Content is protected !!