Sunshine Communication
Browsing Tag

Chhendipada

ସିଙ୍ଗ୍ରାଣି ଜନଶୁଣାଣିକୁ ନେଇ ବଢୁଛି ଅସନ୍ତୋଷ

ଛେଣ୍ଡିପଦା: ଆସନ୍ତା ୨୦ ତାରିଖରେ ଛେଣ୍ଡିପଦାରେ ହେବାକୁ ଥିବା ସିଙ୍ଗ୍ରାଣି କୋଇଲା ଖଣି ନିମନ୍ତେ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଛେଣ୍ଡିପଦା ଜଙ୍ଗଲ, ଥଳିପଶି, କରଡ଼ାବାହାଳ ଗ୍ରାମରେ ଏହି…
Read More...

ଥାନା ଘେରିଲେ ଗ୍ରାମବାସୀ

ଛେଣ୍ଡିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଏତଲା। ଟ୍ରାକ୍ଟର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ୧୧ ଜଣ ଗ୍ରାମବାସୀଙ୍କ ନାମରେ କେଶ୍ ରୁଜୁ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା…
Read More...