Sunshine Communication
Browsing Tag

Cyber Crime

କନେଷ୍ଟବଳଙ୍କୁ ୨୪ ହଜାର ଚୂନ ଲଗାଇଲେ ସାଇବର ଠକ

ଅନୁଗୁଳ: ବୁଧବାର ଏନ୍‌ଟିପିସିରେ କାର୍ଯ୍ୟରତ ଜଣେ ସିଆଇଏସ୍ଏଫ୍ କନେଷ୍ଟବଳ ପି.କେ. ସିହ୍ନାଙ୍କଠାରୁ ସାଇବର ଠକ ୨୪ ହଜାର ୯୯୮ ଟଙ୍କା ନେଇଯାଇଛନ୍ତି। ଏ ନେଇ ଶ୍ରୀ ସିହ୍ନା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ…
Read More...

ଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

ଅନୁଗୁଳ: ସାଇବର ଠକେଇ ନେଇ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି । ସହରର ବିକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଳ୍ପ ଦରରେ ଟାଇଲ କିଣିବାକୁ ଯାଇ ୪୯ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ, ଶ୍ରୀ…
Read More...

ଋଣ ଲୋଭ ଦେଖାଇ ଲୁଟିଲେ ୪୦ ହଜାର

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଲୋକଙ୍କୁ ମିଛ ଜାଲରେ ଫସାଇ ଲୁଟିବାରେ ଲାଗିଛନ୍ତି ସାଇବର ଠକ । ନାଲକୋନଗର ଥାନା ଇଲାକା କୁଲାଡ଼ ଗ୍ରାମର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ୨ ଲକ୍ଷ ଟଙ୍କାର ଋଣ ଲୋଭ…
Read More...

ଲୋଭରେ ପଡ଼ି ଫସିଲେ, ୨୫ ହଜାର ଗାଏବ୍

ଅନୁଗୁଳ: କରୋନା କଷଣରେ ଠପ୍ ହୋଇଯାଇଛି ଜୀବନଯାତ୍ରା । ଜୀବନ ଯାଉଛି, ଜୀବିକା ହରାଇ ଲୋକ ତ୍ରାହି ତ୍ରାହି ଡାକ ପକାଇଲେଣି। କରୋନାର କରାଳତା ମଧ୍ୟରେ ଲୋକ ଘାଣ୍ଟିସନ୍ତୁଳି ହେଉଥିବା ବେଳେ ଏ ବିପତ୍ତି କାଳରେ କିନ୍ତୁ ସାଇବର…
Read More...

ସାଇବର ଠକଙ୍କୁ ସାବଧାନ?

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର ଲୁଟେରା। ସତର୍କତାର ସହ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୋମବାର ଅନୁଗୁଳ ସହରର ଜଣେ ମହିଳା…
Read More...