Sunshine Communication
Browsing Tag

Handapa

ଆଉ ୫ ପାଣିପମ୍ପ୍ ଉଦ୍ଧାର

ଅନୁଗୁଳ: ହଣ୍ଡପା ଥାନା ପୁଲିସ ଆଉ ୫ଟି ପାଣି ପମ୍ପ୍ ଉଦ୍ଧାର କରିଛି। ପାଣିପମ୍ପ୍ ଚୋରି ଗ୍ୟାଙ୍ଗ ପୁଲିସ ଠାବ କରିବା ସହ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇଚ୍ଛାପୁର ଗ୍ରାମର ମନୋଜ ସାହୁ ଓ ବିକାଶ…
Read More...

ପାଣି ପମ୍ପ୍ ଜବତ, ୬ ଗିରଫ

ଅନୁଗୁଳ: ହଣ୍ଡପା ଥାନା ତଥା ବଇଣ୍ଡା ଫାଣ୍ଡି ଇଲାକାରେ ପାଣି ପମ୍ପ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ ପୁଲିସ ହାବୁଡ଼ରେ ପଡ଼ିଛି । ଚୋରି ଅଭିଯୋଗରେ ଦୁଇ ଜଣ ଏବଂ ଚୋରା ପମ୍ପ୍ କିଣିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି…
Read More...

ଭ୍ୟାନ୍ ସହ ଶାଳ କାଠ ଜବତ

ଅନୁଗୁଳ: ହଣ୍ଡପା ବନାଞ୍ଚଳ ପକ୍ଷରୁ ସୋମବାର ନାକଚିଠାରେ ଚଢ଼ଉ କରାଯାଇ ଏକ ପିକ୍‌ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି। ଉକ୍ତ ଭ୍ୟାନଟି ରେଢାଖୋଲରୁ ଅନୁଗୁଳ ଅଭିମୁଖେ ଆସୁଥିଲା। ଏ ସମ୍ପର୍କରେ କୌଣସି…
Read More...

ହଣ୍ଡପା ୭ ଦିନ ସଟ୍ ଡାଉନ୍

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରବିବାର ବଇଣ୍ଡା ଅଞ୍ଚଳରେ ସ୍ଵାବ୍ ପରୀକ୍ଷଣ କରାଯାଇଥିଲା। ସରଧାମୁଣ୍ଡା ଓ ଆନନ୍ଦମୁଣ୍ଡା ଗ୍ରାମରେ କରୋନା ରୋଗୀଙ୍କ…
Read More...

ରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

ଅନୁଗୁଳ: ସୋମବାର କେହି ଦୁର୍ବୃତ୍ତ ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କ ନା' ନେଇ ବାମୁର ଅଗ୍ନିଶମ ବିଭାଗକୁ ଫେକ୍ ଫୋନ୍ କଲ୍ କରିଥିବା ଜଣାଯାଇଛି। ହଣ୍ଡପା ବନାଞ୍ଚଳର ଏନ୍ଏଚ୍-୫୫ ପାର୍ଶ୍ବରେ ଥିବା କାଳିଆ ହୋଟେଲ୍‌ ପଛପାଖ…
Read More...

ମାଉଜର୍ ସହ ୩ ଗୁଳି ଜବତ ଯୁବକ ଗିରଫ, ତନାଘନା ଜାରି

ଅନୁଗୁଳ : କିଶୋରନଗର ବ୍ଲକ୍ ହଣ୍ଡପା ଥାନା ପୁଲିସ ନାଗାଝରଣ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ କରି ଏକ ମାଉଜର୍ ସାଙ୍ଗକୁ ୩ଟି ଗୁଳି ଜବତ କରିଛି। ଚୋରା ମାଉଜର୍ କାରବାର ନେଇ ମଦନ ପ୍ରଧାନ ନାମକ ଜଣେ ଯୁବକକୁ ପୁଲିସ ଗିରଫ…
Read More...

ହଣ୍ଡପାରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ଘଟଣା

ଅନୁଗୁଳ: ଫେବ୍ରୁଆରୀ ୨୫ ତାରିଖ କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା ଇଲାକା ତଥା ନାକଚି ପଞ୍ଚାୟତର ପୁରୁଣାପାଣି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ମୋଡ଼ ବଦଳିଛି। ପୂର୍ବରୁ ଏ ନେଇ ଅପମୃତ୍ୟୁ ମାମଲା ରୁଜ୍ଜୁ…
Read More...