Sunshine Communication
Browsing Tag

Jarpada

ଟ୍ୟାଙ୍କର ଡ୍ରାଇଭର୍ ହତ୍ୟାକାଣ୍ଡର ପର୍ଦାଫାସ

ଅନୁଗୁଳ: ଛେଣ୍ଡିପଦା ବ୍ଳକ୍‌ ତଥା କରପଡ଼ା ଥାନା ଇଲାକା କତଡ଼ା ଜାଇକା (ସେତେବେଳର କ୍ଲାସିକ) ଢାବା ନିକଟରେ ତିନି ବର୍ଷ ତଳେ ଏକ ପାଣି ଟ୍ୟାଙ୍କର ଡ୍ରାଇଭର୍‌ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ । ଜରପଡ଼ା ପୁଲିସ…
Read More...

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର୍ ଗ୍ରମର ବୈକୁଣ୍ଠ ସାହୁ(୪୦) ପରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗ୍ରାମ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ରଶି ଲଗାଇ ବୈକୁଣ୍ଠ ଆତ୍ମହତ୍ୟା କରିଥିବା ସୁନୀୟ…
Read More...

ହାଟ ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ:ଅନୁଗୁଳ ଜିଲ୍ଲାରେ ବାଇକ୍ ଚୋରି ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି । ଗୁରୁବାର ପୂର୍ବାହ୍ନରେ ଜରପଡ଼ା ଥାନା ଇଲାକା ତୁକୁଡା ହାଟ ସାମ୍ନାରୁ ଏକ ବାଇକ୍ ( ଓଡ଼ି୧୯ଏ୦୪୮୮) ଚୋରି ହୋଇଛି । ଏନେଇ ଗାଡ଼ି ମାଲିକ ଓଗି ଗ୍ରାମର…
Read More...

ଜରପଡାଠାରେ ଭୟଙ୍କର ସଡ଼କ ଦୁର୍ଘଟଣା

ଅନୁଗୁଳ : ରବିବାର ସକାଳେ ୫୫ ନମ୍ୱର୍ ଜାତୀୟ ରାଜପଥର ଜରପଡା ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ…
Read More...

ଟ୍ରକ ଧକ୍କାରେ ଶିକ୍ଷକଙ୍କମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ୫୫ ନମ୍ବର ଜାତୀୟ ରାଜପଥର ତୁକୁଡ଼ା ଛକ ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ସାଢ଼େ ୧୨ ଟାରେ ଏକ ବାଇକରେ ଅନୁଗୁଳ ଆଡୁ ସମ୍ବଲପୁର ଆଡକୁ ଜୀବନ…
Read More...

ମହିଳାଙ୍କୁ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

ଅନୁଗୁଳ: ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ସାନକେରେଜାଙ୍ଗ ଗ୍ରାମର ବାଲ୍ମିକୀ ନାଏକ ବୋଲି ଜଣାପଡ଼ିଛି।…
Read More...