Sunshine Communication
Browsing Tag

Kishornagar

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: କୁମ୍ଭୀର ଆକ୍ରମଣରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ ବୁଡିଆବାହାଲ ଗ୍ରାମର ଦେବେନ୍ଦ୍ର ନାୟକ ଆହତ ହୋଇଛନ୍ତି। ବୁଡ଼ିଆବାହାଲ ଗାଁ ପାଖ ନାଳକୁ ଦେବେନ୍ଦ୍ର ଓ ତାଙ୍କ ଦାଦା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର…
Read More...

ପାଣି ପମ୍ପ୍ ଜବତ, ୬ ଗିରଫ

ଅନୁଗୁଳ: ହଣ୍ଡପା ଥାନା ତଥା ବଇଣ୍ଡା ଫାଣ୍ଡି ଇଲାକାରେ ପାଣି ପମ୍ପ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ ପୁଲିସ ହାବୁଡ଼ରେ ପଡ଼ିଛି । ଚୋରି ଅଭିଯୋଗରେ ଦୁଇ ଜଣ ଏବଂ ଚୋରା ପମ୍ପ୍ କିଣିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି…
Read More...

ଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ସୋମବାର ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ପଦାକୁ ଆସିଛି । କିଶୋରନଗର, ହଣ୍ଡପା, ଅଙ୍ଗପଡ଼ା ଠାରେ ଆଜି ଟିକା ଦିଆଯାଇଥିଲେ ହେଁ ସକାଳ ୫ଟାରୁ ଧାଡ଼ିରେ ଥିବା ଶତାଧିକ ବରିଷ୍ଠ ନାଗରିକ ଶେଷରେ…
Read More...

ବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ଅନୁଗୁଳ: କିଶୋରନଗର ବ୍ଳକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତ ଗିରିଦାପାହାଡରେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଫଟାଯାଉଥିବାରୁ ନିକଟସ୍ଥ ଖଣ୍ଡବର ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି। ମଙ୍ଗଳବାର ଗ୍ରାମ…
Read More...

ମାଉଜର୍ ସହ ୩ ଗୁଳି ଜବତ ଯୁବକ ଗିରଫ, ତନାଘନା ଜାରି

ଅନୁଗୁଳ : କିଶୋରନଗର ବ୍ଲକ୍ ହଣ୍ଡପା ଥାନା ପୁଲିସ ନାଗାଝରଣ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ କରି ଏକ ମାଉଜର୍ ସାଙ୍ଗକୁ ୩ଟି ଗୁଳି ଜବତ କରିଛି। ଚୋରା ମାଉଜର୍ କାରବାର ନେଇ ମଦନ ପ୍ରଧାନ ନାମକ ଜଣେ ଯୁବକକୁ ପୁଲିସ ଗିରଫ…
Read More...

ମାନିଲେନି କରୋନା କଟକଣା, ବସ୍ ଜବତ

ଅନୁଗୁଳ: କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ପରିସ୍ଥିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ହୋଇପଡ଼ିଛି । କିଶୋରନଗର ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି…
Read More...

କିଶୋରନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

ଅନୁଗୁଳ: ବାପ-ପୁଅଙ୍କୁ ହତ୍ୟା ଧମକ ଦେଇ ଘରବାଡ଼ିରେ ପାର୍କିଂ ହୋଇଥିବା ଏକ ପିକଅପ୍ ଭ୍ୟାନ୍ ଲୁଟିନେଇଛନ୍ତି ଦୁର୍ବୃତ୍ତ । ରାତି ସାରା ଗୋଡ଼ାଇ ବିଫଳ ହେବା ପରେ ଶନିବାର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ। ଗତ…
Read More...

ହଣ୍ଡପାରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ଘଟଣା

ଅନୁଗୁଳ: ଫେବ୍ରୁଆରୀ ୨୫ ତାରିଖ କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା ଇଲାକା ତଥା ନାକଚି ପଞ୍ଚାୟତର ପୁରୁଣାପାଣି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ମୋଡ଼ ବଦଳିଛି। ପୂର୍ବରୁ ଏ ନେଇ ଅପମୃତ୍ୟୁ ମାମଲା ରୁଜ୍ଜୁ…
Read More...

ବଡ଼ଗୋବିନ୍ଦପୁରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ବଡ଼ଗୋବିନ୍ଦପୁର ଗ୍ରାମରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମା’ ହିଙ୍ଗୁଳାୟୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୁଧବାର କଳସ ଶୋଭାଯାତ୍ରା…
Read More...

କିଣାହେଉନି ଧାନ, ୨୪ରେ ବ୍ଲକ୍‌ କାର୍ଯ୍ୟାଳୟ ଘେରିବେ ଚାଷୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ର ୨୩ଟି ପଞ୍ଚାୟତରେ ଅନେକ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ବ୍ଲକ କାର୍ଯ୍ୟାଳୟ ଘେତଉ କରାଯିବ ବୋଲି କିଷାନ କ୍ଷେତ ମଜଦୁର ସଂଗଠନ ଚେତାବନୀ ଦେଇଛି।…
Read More...