Sunshine Communication
Browsing Tag

MCL

ଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଏମ୍‌ସିଏଲ୍ (ମହାନଦୀ କୋଲ୍ ଫିଲଡ୍‌ ଲିମିଟେଡ୍)ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ରବିବାର ତାଳଚେର କୋଲ୍ ଫିଲ୍ମସ୍‌ ଗସ୍ତରେ ଆସି ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହିତ ୨୬୮.୦୫ କୋଟି ଟଙ୍କା ବ୍ୟୟରେ କଣିହାଁ…
Read More...

ତିନି ବଲେରୋ ସହ ୫ ଶହ ଲିଟର ଡିଜେଲ ଜବତ

ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ ତେଲ ଚୋରି ବେଳେ ସୋମବାର ୬ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କଠାରୁ ୫ଶହ ଲିଟର ଡିଜେଲ, ୩ଟି ବଲେରୋ ଗାଡି ଜବତ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା…
Read More...

ପି.କେ. ସିହ୍ନା ଏମସିଏଲ୍ ନୂଆ ସିଏମଡି

ତାଳଚେର:ଏନସିଏଲ ( ନର୍ଦ୍ଦର୍ଣ୍ଣ କୋଲ ଫିଲଡସ ଲିମିଟେଡ)ର ସିଏମଡି ପି.କେ ସିହ୍ନା କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ଏମସିଏଲ (ମହାନାଦୀ କୋଲଫିଲ୍ଡସ ଲିମିଟେଡ) ସିଏମଡି ଭାବେ ରବିବାର ଅତିରିକ୍ତ ଦାୟିତ୍ଵ ଗ୍ରହଣ…
Read More...