Browsing Tag

SP Angul

ଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ଅନୁଗୁଳ: ପୁଲିସ୍ ଡିଜି ଅଭୟ ଶୁକ୍ରବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ମୁକାବିଲାରେ ଅନୁଗୁଳ ପୁଲିସ୍‌ର କାର୍ଯ୍ୟକୁ ସେ ପ୍ରଶଂସା କରିବା ସହିତ ଲକଡାଉନ୍, ସପ୍ତାହାନ୍ତ ସଟଡାଉନ୍…
Read More...

ପ୍ରଗତିନଗରରୁ ଚୋରି, ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

ଅନୁଗୁଳ: କରୋନା କାଳରେ ସକ୍ରିୟ ହୋଇଛନ୍ତି ଚୋର। ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ବଢ଼ିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ । ଗତ ଗୁରୁବାର ରାତିରେ ଅନୁଗୁଳ ସହର ଉପକଣ୍ଠ ପ୍ରଗତି ନଗରରେ ଏକ ବଡ଼ ଧରଣର ଚୋରି ହୋଇଛି । ପରିବାର ଲୋକ…
Read More...

ଚୋରି ବେଳେ ଧରାପଡ଼ି ଉଠବସ୍ ହେଲେ ଯୁବକ

ଅନୁଗୁଳ: ଦୋକାନ ଗୋଦାମରୁ ଖଲି, ଚଉପତି ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଦୋକାନ ମାଲିକଙ୍କ ହାବୁଡ଼ରେ ପଡ଼ିବା ପରେ ସମ୍ପୃକ୍ତ ଯୁବକକୁ ଉଦ୍‌ବସ୍‌ କରାଇବା ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି।…
Read More...

ବୋହିନେଲେ ପେଟି ପେଟି ମଦ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡୁଥିବାରୁ ତିନି ଦିନିଆ ସଟଡାଉନ୍ ଆରମ୍ଭ ହୋଇଛି। ମାତ୍ର ଗତକାଲି ପ୍ରଥମ ଦିନରେ ସଟଡାଉନ୍ ନିୟମକୁ ଅମାନିଆ ଖୋଲାଖୋଲି ଉଲଂଘନ କରିଛନ୍ତି। ସଟଡାଉନ୍‌ରେ କେବଳ…
Read More...

ଅନୁଗୁଳରେ ଜୋରଦାର ହେଲା ମାସ୍କ ଯାଞ୍ଚ

ଅନୁଗୁଳ: ଅନୁଗୁଳ ବଜାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ବରେ ମାସ୍କ ଓ ସାମାଜିକ ଦୂରତା ନେଇ ଯାଞ୍ଚ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ବସଷ୍ଟାଣ୍ଡ, ସଞ୍ଜିବନୀ ମାର୍କେଟ, ଲକ୍ଷ୍ମୀ ବଜାର,…
Read More...

ଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ

ଅନୁଗୁଳ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁ ପଡ଼ିଆରେ ରବିବାର ରାତିରେ ଘଟି ଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ ଧୃବ…
Read More...

ବ୍ୟାଙ୍କରୁ ସିସିଟିଭି କ୍ୟାମେରା ଚୋରି

ଅନୁଗୁଳ: ନାଲକୋନଗର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏକ ସିସିଟିଭି କ୍ୟାମେରା ଚୋରି ହୋଇଯାଇଛି । ପୁଲିସ୍ ସୂଚନା ମୁତାବକ, ଗୁରୁବାର ଦିନ ପୂର୍ବାହ୍ନ ସାଢ଼େ ୯ଟା ବେଳେ ଶାଖା ପ୍ରବନ୍ଧକ ରବୀନ୍ଦ୍ରନାଥ ଦାଶ ବ୍ୟାଙ୍କକୁ…
Read More...

ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ’

ଅନୁଗୁଳ: ମହିଳାଙ୍କ ପ୍ରତି ସୁରକ୍ଷା ସୁନିଶ୍ଚିତ କରିବା ସହ ଅପରାଧୀଙ୍କୁ ସାବାଡ୍ କରିବାକୁ ଗୁରୁବାର ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ' ଆରମ୍ଭ ହୋଇଛି । ସହରର ଅସୁରକ୍ଷିତ ସ୍ଥାନ ଚିହ୍ନଟ ସହ ସେହି ଇଲାକା ଉପରେ ତୀକ୍ଷ୍ଣ…
Read More...

ଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ଥମିବାର ନାଁ ନେଉନି ବାଇକ୍ ଚୋରି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ମାଛ ମାର୍କଟ ନିକଟ ଆର୍ମି କ୍ୟାଣ୍ଟିନ୍…
Read More...

ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ଅନୁଗୁଳ: ଜଣେ ମହିଳାଙ୍କ ଆକାଉଣ୍ଟରୁ ୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହେବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ବିକ୍ରମପୁର ଥାନା ଇଲାକା ଭରତପୁର ନେହେରୁ ଶତାବ୍ଦୀ ନଗର ନିବାସୀ ଅପୂର୍ବ ରଞ୍ଜନ…
Read More...
error: Content is protected !!