maa mangala vihar

ଜିଲ୍ଲାରେ କରୋନା ସ˚କ୍ରମଣ ଖସୁଛି

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସ˚କ୍ରମଣ କମୁଥିବା ଲକ୍ଷ୍ୟ କରାଯାଉଛି। ଏକଦା ସାପ୍ତାହିକ ହାରାହାରି ସ˚କ୍ରମଣ ୧୨୦ରୁ ୧୪୦ ଥିବା ବେଳେ ଏବେ ଏହା ୭୦ରୁ ୮୦ କୁ ଖସିଛି। ଗତ ୫ ଦିନରେ ସ˚କ୍ରମଣ ସ୍ଥିତିରେ ସୁଧାର ଆସିଛି। ୧୧ ତାରିଖରେ ୬୫, ୧୨ ତାରିଖରେ ୯୩,୧୩ ତାରିଖରେ ୫୯, ୧୪ ତାରିଖରେ ୪୫ ଏବଂ ୧୫ ତାରିଖ ୫୯ ଜଣ ବ୍ୟକ୍ତି ସ˚କ୍ରମିତ ହୋଇଛନ୍ତି। ଅନୁଗୁଳରେ କୋଭିଡ୍‌ ପରୀକ୍ଷାକୁ ମଧ୍ଯ ଇତି ମଧ୍ୟରେ ଜୋର‌୍‌ଦାର‌୍‌ କରାଯାଉଛି। ଜିଲ୍ଲାରେ କରୋନା ସୁସ୍ଥ ରୋଗୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି ଯାହାକି ଜିଲ୍ଲା ପାଇଁ ଏକ ଶୁଭ ସ˚କେତ ବୋଲି କୁହାଯାଉଛି।

Leave A Reply

Your email address will not be published.