maa mangala vihar

ସ୍ଵରେଜ୍‌ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

0

ଅନୁଗୁଳ: ଅନୁଗୁଳ ସହରରେ ସ୍ବରେଜ୍‌ ବ୍ୟବସ୍ଥାର ଉନ୍ନତି ପାଇଁ ପୌରପାଳିକା ପକ୍ଷରୁ ପ୍ରସ୍ତୁତି ଜୋର‌୍‌ଦାର‌୍‌ କରାଯାଇଛି। ଏଥିପାଇଁ ଅମଲାପଡ଼ା କେନାଲ୍‌ ରୋଡ୍‌ଠାରୁ ଚନ୍ଦନ ନର୍ସି˚ ହୋମ୍‌ ଯାଏଁ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୭ ତାରିଖ ଦିନ ଉଚ୍ଛେଦ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.