କଳା ଓ ସଂସ୍କୃତି

ଧନତେରାସ ଭିଡ

By Angul TV Bureau

November 13, 2020

ଅନୁଗୁଳ: ଧନତେରାସ୍ ପାଇଁ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ଦେଖାଯାଇଛି। ଦୀପାବଳିର ଦିନକ ପୂର୍ବରୁ ପଡିଥାଏ ଧନତେରାସ। ପୌରାଣିକ କଥାବସ୍ତୁ ଆଧାରରେ, ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଧନତେରାସରେ ସୁନା କିଣିବା ଅନେକ ପରମ୍ପରା ବୋଲି ମନେ କରନ୍ତି। ଏହି ଦିନ ସୁନା ଗହଣା କିଣିଲେ ଘରୁ ଅଭାବ ଦୂର ହୁଏ, ହୋଇଥାଏ ବୋଲି ବିଶ୍ୱାସ ରହିଛି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଅନୁଗୁଳ ବଜାରରେ ଶୁକ୍ରବାର ଗହଣା ଦୋକାନ ଆଗରେ ଗ୍ରାହକମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି l