ଅନ୍ୟାନ୍ୟ

ପୌର ପ୍ରଶାସନର ପଲିଥିନ ଚଢାଉ

By Angul TV Bureau

December 13, 2020

ଅନୁଗୁଳ: ବହୁ ଦିନର ବ୍ୟବଧାନ ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଶନିବାର ବଜାରରେ ପଲିଥିନ ଚଢଉ କରଯାଇଥିଲା। ପଲିଥିନ କ୍ୟାରିବ୍ୟାଗ୍ ରଖିବା ଅଭିଯୋଗରେ ୧୮୦୦ ଟଙ୍କା ଫାଇନ କଟାଯିବା ସହ ୪୦ କେଜି ପଲିଥିନ ଜବତ କରାଯାଇଛି l ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବାରୁ ଏହାକୁ ନିଷିଦ୍ଧ ଘୋଷଣା କରାଯାଇଛି l ଏହି ଚଢାଉ ଆଗାମୀ ଦିନରେ ବି ଜାରି ରହିବ ବୋଲି ପୌର କର୍ତ୍ତୃପକ୍ଷ ଜଣାଇଛନ୍ତି l