ମୁଖ୍ୟ ଖବର

୨୮୦.୮୦୫ କେଜି ଗଞ୍ଜେଇ ନଷ୍ଟ କରାଗଲା

By Biswaranjan Pattnaik

January 12, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା, ହଣ୍ଡପା ଓ ସଦର ଅବକାରୀ ରେଞ୍ଜ ଅଞ୍ଚଳରୁ ଜବତ ହୋଇଥିବା ୨୭ପ୍ୟାକେଟ ଗଞ୍ଜେଇକୁ ଆଜି ଅବକାରୀ ବିଭାଗ ପକ୍ଷରୁ ନାଲକୋ ଇନ୍ସିନେରେଟରରେ ନଷ୍ଟ କରି ଦିଆ ଯାଇଛି।ଏହି ଗଞ୍ଜେଇର ପରିମାଣ ୨୮୦.୮୦୫ କେଜି ହେବ ବୋଲି ଜଣା ପଡ଼ିଛି।