ଅନୁଗୁଳ: ଆଜିଠାରୁ ଜିଓ ପକ୍ଷରୁ ରାଜ୍ୟର ବଲାଙ୍ଗୀର ଓ ନାଲକୋ ଅନୁଗୁଳ ଅଞ୍ଚଳରେ ବିଧିବଦ୍ଧ ଭାବେ ୫ଜି ସେବା ଆରମ୍ଭ କରିଛି,ଏହି ଦୁଇ ସହରକୁ ମିଶାଇ ରାଜ୍ୟର ମୋଟ ୧୨ ଟି ସହରରେ ଜିଓର ୫ଜି ସେବା ଆରମ୍ଭ ହୋଇଛି। କଟକ ଭୁବନେଶ୍ବର,ରାଉରକେଲା, ସମ୍ବଲପୂର୍, ବ୍ରହ୍ମପୁର ଆଦି ଅଞ୍ଚଳରେ ପୂର୍ବରୁ ୫ଜି ସେବା ଆରମ୍ଭ ହୋଇସାରିଛି। ଏହି ୫ଜି ସେବା ଯୋଗୁଁ ଗ୍ରାହକ ମାନେ ହାଇ ସ୍ପିଡ ଇଣ୍ଟରନେଟ ସେବା,ଭିଡିଓ କଲ୍ ଆଦି ପାଇପାରିବେ।