ଅନ୍ୟାନ୍ୟ

ତାଳଚେରରେ ପଦ୍ମଶ୍ରୀ ପୂଜ୍ୟପୂଜକ ବଳିଆଙ୍କ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

By Angul TV Bureau

August 20, 2022

ତାଳଚେର: ତାଳଚେରରେ ଆୟୋଜିତ ହେବ ପଦ୍ମଶ୍ରୀ ପୂଜ୍ୟପୂଜକ ବଳିଆଙ୍କ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଏ ନେଇ ଅନନ୍ତ ବଳିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତାକାଲି ରବିବାର ଓ ସୋମବାର ଦୁଇ ଦିନ ଧରି ଏନ୍‌.ଏସ୍‌.ନଗର ଭରତପୁର ସ୍ଥିତ ବ୍ରାହ୍ମଣୀ କ୍ଲବରେ ସନ୍ଧ୍ୟା ୭ଟାରେ ‘କଥାରେ କଥାରେ ଜୀବନ ଗୀତା’ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସହିତ ସନାତନ ଧର୍ମର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହେବା ପାଇଁ ଅନନ୍ତ ବଳିଆ ପରିବାର ପକ୍ଷରୁ ନିବେଦନ କରାଯାଇଛି।