ଘଟଣା ଓ ଦୁର୍ଘଟଣା

ଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

By Sanjeeb Biswal

January 28, 2021

ତାଳଚେର: ବିକ୍ରମପୁର ଥାନା ଇଲାକା ମୁଣ୍ତାବଜାର ନିକଟରେ ଜଣେ ଯୁବକ ଲୁଟ୍‌ପାଟର ଶିକାର ହୋଇଛନ୍ତି। ଦୁଇ ଦୁବୃର୍ତ୍ତ ତାଙ୍କୁ ମାର‌୍‌ପିଟ୍‌ କରବା ସହ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ କଟକ ମାହାଙ୍ଗା ଥାନା ଇଲାକା ବେନ୍ତପୁରା ଗ୍ରାମର ସତ୍ୟଜିତ୍‌ ବାଗ୍‌ (୩୮)। ସେ ତାଳଚେର ଏଫ୍‌ସିଆଇରେ କାମ କରୁଥିବା ସରଜନ୍‌ କମ୍ପାନିର କର୍ମଚାରୀ।