ମୁଖ୍ୟ ଖବର

ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ

By Angul TV Bureau

April 04, 2025

ଅନୁଗୁଳ: ବର୍ଷୀୟାନ ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି। ସେ ୧୯୯୨ ମସିହାରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ।  ଅଭିନେତା ଏବଂ ଫିଲ୍ମ ନିର୍ଦ୍ଦେଶକ ମନୋଜ୍ କୁମାର ଯିଏ କି ବିଶେଷ ଭାବରେ ନିଜର ଦେଶପ୍ରେମୀ ଚଳଚ୍ଚିତ୍ର ପାଇଁ ଖୁବ୍ ଜଣାଶୁଣା ଥିଲେ। ଏଥି ସହ ମନୋଜ କୁମାର ଭରତ କୁମାରଙ୍କ ନାମରେ ମଧ୍ୟ ପରିଚିତ ଥିଲେ।