ଅନୁଗୁଳ: ଅନୁଗୁଳ ମିଡିଆ ଆଇକନ ପକ୍ଷରୁ ସ୍ଥାନୀୟ ଏକ ଫାର୍ମ ହାଉସରେ ନୂଆବର୍ଷ ପାଳନ ଉପଲକ୍ଷେ ବୈଠକ ଆୟୋଜିତ ହୋଇଛି। ବୈଠକରେ ସାମ୍ବାଦିକ ସମୂହଙ୍କ ବିଭିନ୍ନ ସମସ୍ୟା ଏହାର ସମାଧାନ, ଅନୁଗୁଳ ସହରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ, ବିରେନ୍ଦ୍ର ପ୍ରଧାନ, ସୁଧୀରେନ୍ଦ୍ର ପରିଜା, ବିଶ୍ବରଂଜନ ପଟ୍ଟନାୟକ, ଭିକାରୀ ମହାନ୍ତି, ଶୁଭ୍ରାଂଶୁ ଶେଖର ପ୍ରଧାନ, ମାନସ ମିଶ୍ର, ତପନ ଦାସ, ଶୁଭ୍ର ରଞ୍ଜନ ରଞ୍ଜନ, ରାଜେଶ ସେକସେରିଆ, ରାକେଶ ସାମଲ, ଅମିତ ମୋଦି, ପ୍ରକାଶ ପ୍ରଧାନ, ସଞ୍ଜୟ ଦାସ, ସୁବ୍ରତ ତ୍ରିପାଠୀ, ସୁନୀଲ କୁମାର, ଶୁଭ ରଞ୍ଜନ ନାଥ, ଶୁଭ୍ର ରଞ୍ଜନ ଦାସ, ବିଜୟ ସ୍ୱାଇଁ, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।