ମୁଖ୍ୟ ଖବର

ଶବ୍ଦ ପ୍ରଦୂଷଣ ରୋକିବାକୁ ଅନୁଗୁଳ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

By Angul TV Bureau

September 18, 2025

ଅନୁଗୁଳ: ଅନୁଗୁଳ ଟାଉନ ଥାନା ପୋଲିସ ଶବ୍ଦ ପ୍ରଦୂଷଣକାରୀ ୬୮ଟି ଫଟା ଶଦ୍ଦ କରୁଥିବା ସାଇଲେନ୍ସର ରୋଲର ଚଢ଼ାଇ ନଷ୍ଟ କରିଛି। ନିକଟରେ ଏହି ସାଇଲେନ୍ସର ଲଗାଇଥିବା ଗାଡ଼ି ମାଲିକଙ୍କୁ ଜରିମାନା କରି ସାଇଲେନ୍ସର ଗୁଡ଼ିକୁ ଜବତ କରାଯାଇଥିଲା। ଆଜି ଏଗୁଡ଼ିକୁ ନଷ୍ଟ କରାଯିବା ସହ ଏଭଳି ଗାଡ଼ି ଚଳାଉଥିବା ମାଲିକଙ୍କୁ ପୋଲିସ କଡ଼ା ଚେତାବନୀ ଦେଇଛି।