ଅନ୍ୟାନ୍ୟ

ହୋଣ୍ଡା ଜୟ ଫେଷ୍ଟରେ ଆଉ ଜଣେ ବିଜେତା, ଫିଲିପ୍ସ ଏୟାର ଫ୍ରାୟର ଜିତିଲେ ରଞ୍ଜନ

By Angul TV Bureau

October 31, 2026

ଅନୁଗୋଳ: ହୋଣ୍ଡା ଜୟ ଫେଷ୍ଟ ଅଫରରେ ଲକ୍ଷ୍ମୀ ହୋଣ୍ଡା, ଅନୁଗୋଳର ଆଉ ଜଣେ ଗ୍ରାହକ ଖୁସିର ବିଜେତା ହୋଇଛନ୍ତି। ଟେଣ୍ଟୋଇ, ବଲରାମପ୍ରସାଦର ରଞ୍ଜନ ନାଏକ ଏହି ଅଫରରେ ଏକ ଫିଲିପ୍ସ ଏୟାର ଫ୍ରାୟର ଜିତିଛନ୍ତି। ଲକ୍ଷ୍ମୀ ହୋଣ୍ଡା ସୋ-ରୁମ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଣ୍ଡା ଏରିଆ ଇନଚାର୍ଜ ଅଭିଷେକ ହୋତାଙ୍କ ଉପସ୍ଥିତିରେ ବିଜେତା ଶ୍ରୀ ନାଏକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ବିଜେତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ହୋଣ୍ଡା ଉପରେ ଭରସା ରଖିଥିବାରୁ ସମସ୍ତ ଗ୍ରାହକଙ୍କୁ ଧନ୍ୟବାଦ ଜଣାଯାଇଛି।