ଅନ୍ୟାନ୍ୟ

ନାଲକୋ ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ

By Angul TV Bureau

June 17, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ତରଫରୁ ଆଜି ସନ୍ଧ୍ୟାରେ ନାଲକୋ ଆଦର୍ଶ ପୋଲିସ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ଲାକ୍ରାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି।

ଏ ଅବସରରେ ସାମ୍ବାଦିକମାନେ ଅଞ୍ଚଳର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଏଥିସହ ପୋଲିସ ଓ ସାମ୍ବାଦିକମାନଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ ସେ ନେଇ ଆଲୋଚନା କରିଥିଲେ।