ଅନ୍ୟାନ୍ୟ

ଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସ୍ମାରକୀ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଆର୍ଟିଷ୍ଟ ରଜତ

By Angul TV Bureau

July 26, 2022

ଅନୁଗୁଳ: ଆଜି କାରଗିଲ ବିଜୟ ଦିବସ ଅବସରରେ ସ୍ଥାନୀୟ ବଅଁରପାଳ ବ୍ଲକ ଗାଙ୍ଗୀଯୋଡି ଗାଁର ଆଡଭେନଚର ଆର୍ଟିଷ୍ଟ ରଜତ ନାଥ ଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସହିଦ୍ ସ୍ମାରକୀ ନିର୍ମିତ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

ଆଜିର ଦିନରେ କାରଗିଲ ଯୁଦ୍ଧରେ ସହିଦ ଯବାନଙ୍କ ପାଇଁ। ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଛି। ଏଣୁ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ରଜତ। ଏଥିସହ ଜିଲ୍ଲାର ସହିଦ ଯବାନଙ୍କ ପାଇଁ ସହିଦ୍ ସ୍ମାରକୀ ନିର୍ମିତ କରିବା ପାଇଁ ସେ ଅନୁରୋଧ କରିଛନ୍ତି।