ଅନ୍ୟାନ୍ୟ

ଅନୁଗୁଳ ନୂଆ ଉପଜିଲ୍ଲାପାଳଙ୍କ ଦାୟିତ୍ବ ଗ୍ରହଣ

By Biswaranjan Pattnaik

May 02, 2022

ଅନୁଗୁଳ: ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ ଭାବେ ତାଙ୍କ ଦାୟିତ୍ବ ତୁଲାଇ ଆସିଛନ୍ତି। ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ଅବସର ନେବାପରେ ଶ୍ରୀ ଦିପ୍ଏହି ନୁଆ ଦାୟିତ୍ବ ନେଇଛନ୍ତି। ଶ୍ରୀ ଦିପ୍ଙ୍କ ଏହି ନୂଆ ନିଯୁକ୍ତୁ ବିଭିନ୍ନ ମହଲରୁ ସ୍ବାଗତ କରାଯଇଛି।