ମୁଖ୍ୟ ଖବର

ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କ ଯୋଗଦାନ

By Angul TV Bureau

May 28, 2021

ଅନୁଗୁଳ: ଅନୁଗୁଳ ସିଡିଏମଓ ଭାବରେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି ଡ଼ା. ତ୍ରିଲୋଚନ ପ୍ରଧାନ। ବିଦାୟୀ ସିଡିଏମଓ ଡ଼ା. ଅଭୟ କୁମାର ଦାଶଙ୍କ ଠାରୁ ଆଜି ପୂର୍ବାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ଼ା. ପ୍ରଧାନ ପୂର୍ବରୁ ବୌଦ୍ଧ ସିଡିଏମଓ ଭାବରେ କାର୍ଯ୍ୟରତ ଥିବା ବେଳେ ଦୁଇ ଦିନ ତଳେ ତାଙ୍କର ଅନୁଗୁଳ ବଦଳି ହୋଇଥଲା। ଡ଼ା. ଦାଶଙ୍କୁ ତାଙ୍କ ସ୍ଥାନରେ ବୌଦ୍ଧ ସିଡିଏମଓ ଭାବରେ ଅବସ୍ଥାପିତ କରାଯାଇଛି।ବଦଳି ହୋଇଛି। ସେହିପରି ଅନୁଗୁଳ ସିଡିଏମଓ ଡ଼ା ଅଭୟ କୁମାର ଦାଶଙ୍କୁ ବୌଦ୍ଧରେ ଅବସ୍ଥାପିତ କରାଯାଇଛି।