ଅନୁଗୁଳ: ଷ୍ଟେଟ ବ୍ୟାଙ୍କ ଫଳ ବ୍ୟବସାୟୀ ସଙ୍ଘ ପକ୍ଷରୁ ୭୬ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ବ୍ୟାଙ୍କ ସାମନା ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ଚକଲେଟ ଓ ବିସ୍କୁଟ ବଣ୍ଟନ କରିଥିଲେ। ବ୍ୟବସାୟୀ ସଂଘର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା। ସଂଘର ସଦସ୍ୟ ରବି ମନ୍ତ୍ରୀ, ଶ୍ରୀଧର ଜେନା, ଆଲୋକ ଜେନା, ଧ୍ରୁବ ସାହୁ, ପ୍ରଦୀପ ପାଗଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।