ମୁଖ୍ୟ ଖବର

ପରପାରିରେ ରାଇମୋହନ ପରିଡ଼ା, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତ ଦେହ

By Angul TV Bureau

June 24, 2022

ଆଉ ନାହାନ୍ତି ଓଲିଉଡ୍‌ର ଖଳନାୟକ ରାଇମୋହନ ପରିଡ଼ା। ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ଏବେ ଯାଏଁ ତାର କାରଣ ଜଣାପଡ଼ିନାହିଁ। ପ୍ରାଚୀ ବିହାର ଘରୁ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।