ଅନୁଗୁଳ: ଦଶ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଦେଇଥିବା ଆନ୍ଦୋଳନ ର ଡାକରା ଦ୍ଵିତୀୟ ଦିନରେ ପହଞ୍ଚି ଥିବା lବେଳେ ଲୋକମାନେ ପେଟ୍ରୋଲ ସରିଯିବାର ଆଶଙ୍କାରେ ତେଲ ଟାଙ୍କିରେ ଭିଡ଼ ଜମାଇ ତେଲ କିଣି ନେଉଛନ୍ତି। ଏଥିନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଚି। ଆନ୍ଦୋଳନ ନ ହଟିଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି ।