ଅନ୍ୟାନ୍ୟ

ଝାଡୁଦାରଙ୍କୁ ରେନକୋଟ ବଣ୍ଟନ

By Biswaranjan Pattnaik

August 06, 2022

ଅନୁଗୁଳ: ଅନୁଗୁଳ ପୌରପାଳିକାର ୧୩୩ଜଣ ଠିକା ଝାଡୁଦାରଙ୍କୁ ପୋୖରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଆଜି ରେନକୋଟ ବଣ୍ଟନ କରିଥିଲେ।ଖରା ବର୍ଷାରେ ଝାଡୁଦାର ମାନେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଯେଭଳି ସଫଳ କରାଇଛନ୍ତି ତାହା ବେଶ ପ୍ରଶଂସନୀୟ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ଏହି ସମାରୋହରେ ପରିମଳ ଅଧିକାରୀ ସ୍ୱର୍ଯ୍ୟକାନ୍ତ ସ୍ୱାଇଁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।