ମୁଖ୍ୟ ଖବର

ଅନୁଗୁଳରେ ଆୟୁର୍ବେଦ ମାଧ୍ୟମରେ ନେତୃତ୍ଵ ବିକାଶ କାର୍ଯ୍ୟକ୍ରମ

By Biswaranjan Pattnaik

December 03, 2024

ଅନୁଗୁଳ: ଡ଼ା ନେଚର ୱେଲନେସ ବୃତିକା ହର୍ବୋଟିକ ପ୍ରାଇଭେଟ୍ ଲିମିଟେଡର ଏଭଳି ଏକ ଉପକ୍ରମ ଯାହାଦ୍ଵାରା ୱେଲନେସ ବା ଉତ୍ତମ ସ୍ବାସ୍ଥ୍ୟ ସହିତ ଅର୍ଥ ରୋଜଗାରର ମଧ୍ୟ ସୁବ୍ୟବସ୍ଥା ରହିଛି। ଡ଼ା ନେଚର ସମ୍ପ୍ରତି ବିଶ୍ଵର ଏକ ପ୍ରସିଦ୍ଧ ବ୍ରାଣ୍ଡ ଯାହା ଆୟୁର୍ବେଦ ଶକ୍ତି ମାଧ୍ୟମରେ ଆପଣଙ୍କୁ ସୁସ୍ଥ ଓ ସକ୍ରିୟ ଜୀବନ ଜୀଇଁବାର ରାସ୍ତା ଦେଖାଇ ପାରିବ। କରୋନା ମହାମାରୀ ପରବର୍ତ୍ତୀ ସମୟରେ ଆମ ସମାଜର ଅର୍ଥନୀତି ଏଭଳି ହୋଇଗଲା ଯାହା ଫଳରେ ନିଜକୁ ସୁସ୍ଥ ରଖିବା ସହ ନିଜ ପାଇଁ ଅର୍ଥ ସଞ୍ଚୟ କରିବାର ଯଥେଷ୍ଟ ଆବଶ୍ୟକତା ଦେଖାଦେଲା।

ଏ କ୍ଷେତ୍ରରେ ଡ଼ା ନେଚର ଲୋକଙ୍କ ଆଖି ଖୋଲିବାରେ ସାହାଯ୍ୟ କଲା। ଡ଼ା ନେଚର ଦ୍ଵାରା ଉତ୍ପାଦିତ ସମସ୍ତ ଔଷଧ ଶତ ପ୍ରତିଶତ ପ୍ରାକୃତିକ ଏବଂ ପାର୍ଶ୍ୱପ୍ରତି କ୍ରୀୟାବିହୀନ।ରୋଗ ପାଇଁ ଔଷଧ ବ୍ୟତୀତ ଡ଼ା ନେଚର ସ୍ବାସ୍ଥ୍ୟ ପରିପୂରକ ଖାଦ୍ୟ ତଥା ଏଫ୍ଏମସିଜି ପ୍ରଡକ୍ଟ ଉତ୍ତମ ଗୁଣବତ୍ତା ଥାଇ ପ୍ରସ୍ତୁତ ହୋଇଥାଏ। ଡ଼ା ନେଚର ଦ୍ଵାରା ପ୍ରସ୍ତୁତ ସମସ୍ତ ଜିନିଷ ଶତ ପ୍ରତିଶତ ଜୈବିକ ବା ଅର୍ଗାନିକ ଅଟେ। ଡ଼ା ନେଚର ଭାରତରେ ସବୁଠାରୁ ଦୃତ ଗତିରେ ବଢୁଥିବା କମ୍ପାନୀ ମଧ୍ୟରେ ଅନ୍ୟତମ। ଆପଣ ଡ଼ା ନେଚରର ସୁବିସ୍ତୃତ ମାର୍କେଟିଂ ନେଟୱର୍କର ଅଂଶୀଦାର ହୋଇ ନିଜକୁ ସୁସ୍ଥ ରଖିବା ସହ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିପାରିବେ।

ଡ଼ା ନେଚର୍ ର ପରିଚାଳନା ନିର୍ଦ୍ଦେଶକ ଡ଼ା ତାରା ପ୍ରକାଶ ତିୱାରୀ ଆସନ୍ତା ୮ ଡିସେମ୍ବର ୨୦୨୪ ଦିନ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସଭାକକ୍ଷରେ ଯୋଗଦେଇ ଆୟୁର୍ବେଦ ମାଧ୍ୟମରେ ନେତୃତ୍ଵ ବିକାଶ ଓ ଅର୍ଥ ରୋଜଗାରର ସୁଯୋଗ ଉପରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ।ଏଥିରେ ଆପଣଙ୍କ ଅଂଶଗ୍ରହଣ ସ୍ବାଗତଯୋଗ୍ୟ ବୋଲି ଭାବିବୁ। ସ୍ଥାନ ଗ୍ରହଣ ପାଇଁ ଆପଣ 9861080789 ନମ୍ୱର ସହ ଯୋଗାଯୋଗ କରିପାରନ୍ତି।