ଅନ୍ୟାନ୍ୟ

ଠାକୁରଗଡ଼ ଗ୍ରସ୍ତ କରି ଲୋକଙ୍କ ସୁଖ ଦୁଃଖ ବୁଝିଲେ ପୂର୍ବତନ ସାଂସଦ ଅମନାଥ ପ୍ରଧାନ

By Sanjeeb Biswal

February 07, 2023

ଠାକୁରଗଡ଼: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅମନାଥ ପ୍ରଧାନ ମଙ୍ଗଳବାର ଦିନ ଠାକୁରଗଡ଼ ଗସ୍ତ କରିଛନ୍ତି। ଏ ଅବସରରେ କଂଗ୍ରେସ କର୍ମୀ ଏବଂ ଶୁଭେଚ୍ଛୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ଦଳକୁ ମଜଭୁତ କରିବା ପାଇଁ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଗବାନ ସାହୁ, ବସନ୍ତ ସାହୁ, ଶତ୍ରୁଘ୍ନ ସାହୁ, ରମେଶ ଚନ୍ଦ୍ର ନାୟକ , ତ୍ରିପୁର ସାହୁ, ଅନାମ ଚରଣ ସ୍ୱାଇଁ ପ୍ରମୁଖ କର୍ମୀ ପୂର୍ବ ସାଂସଦଙ୍କୁ ଭେଟି ଥିଲେ।