ଅନ୍ୟାନ୍ୟ

ଅବକାରୀ ଚଢ଼ାଉ, ୨ ମହିଳା ଗିରଫ

By Biswaranjan Pattnaik

October 28, 2021

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗଦ୍ବାର ଗୁରୁବାର ବଅଁରପାଳ ଥାନା ଅନ୍ତର୍ଗତ ପନ୍ଦରଭରଣିଆ ଗାଁରେ ଚଢ଼ାଉ କରାଯାଇଛି। ଏହି ଛଢ଼ାଉରେ ଗାଁର ସୁଶିଳା ପଧାନଙ୍କ ଘରୁ ୧୦ଲିଟର ଓ ବବିତା ପଧାନଙ୍କ ଘରୁ ୨୦ ଲିଟର ଦେଶୀମଦ ଜବତ କରାଯାଇଛି। ଉଭୟଙ୍କ ନାମରେ ୨ଟି ମାମଲା ରୁଜୁକରାଯାଇ କୋର୍ଟ ଚାଲାଣ କରାଯାଇଛି।