ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଇଗିନୋ କଲେଜ ନିକଟ ବିଲରେ ବଜ୍ରାଘାତରେ ମହିଳା ଚାଷୀ ମୃତ , ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ମହିଳା ଜଣଙ୍କ ହେଲେ ମାଝୀମୁଣ୍ତା ସାହିର ସୁମତୀ ବେହେରା ଓ ଗୁରୁତର ଆହତ ହେଲେ ହୀନ ବେହେରା ।