ଅନୁଗୁଳ: ଶୁକ୍ରବାର ଭାଗବତ ଜନ୍ମ ଅବସରରେ ଅନୁଗୁଳ ଡାକ କର୍ମଚାରୀ ସଂଘ ପକ୍ଷରୁ ତାମ୍ରିଟ କେନାଲ ରୋଡରେ ଅବସ୍ଥିତ ବରିଷ୍ଠ ନାଗରିକ ଗୃହ “ଦିଶା” ରେ ଥିବା ପଚିଶ ଜଣ ଅନ୍ତେବାସୀଙ୍କୁ ଚପଲ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ।
ସରୋଜ ମହାପାତ୍ର,ଶତୃଘ୍ନ ନାଥ,ବିମଳ ରଥ,ଅମିୟ କର,ଯଜ୍ଞେଶ୍ଵର ମହାପାତ୍ର,ତ୍ରିଲୋଚନ ସାହୁ,ମାର୍କଣ୍ଡେଶ୍ୱର ଦାସ ଏବଂ ଶରତ ପାତ୍ର ପ୍ରମୁଖ ସଂଘ ପକ୍ଷରୁ ଉପସ୍ଥିତ ଥିଲେ ।