ଅନୁଗୁଳ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପ୍ରିମିୟମ ସେଗମେଣ୍ଟର ଅଧିକୃତ ବିକ୍ରେତା ହୋଣ୍ଡା ବିଗ୍ ଉଇଙ୍ଗରେ ୩୦୦F ର ବଜାର ପ୍ରବେଶ ହେଇଛି। ଉପସ୍ଥିତ ଗ୍ରାହକଙ୍କ କର କମଳରେ ଏହି ବଜାର ପ୍ରବେଶ କରାଯାଇଥିଲା।
ଏହି ମୋଟର ସାଇକେଲରେ ହୋଣ୍ଡା ସ୍ମାର୍ଟ ଫୋନ, ଭଏସ କଣ୍ଟ୍ରୋଲ ସିଷ୍ଟମ, ହୋଣ୍ଡା ସିଲେକ୍ଟବଲ ଟର୍କ କଣ୍ଟ୍ରୋଲ ଇତ୍ୟାଦି ଅତ୍ୟାଧୁନିକ ସୁବିଧା ରହିଛି। ଏହା ଦୁଇଟି ରଙ୍ଗରେ ଉପଲବ୍ଧ। ଏହି ବାଇକ ପାଇଁ କମ୍ ସୁଧ ଏବଂ ଏକ୍ସଚେଞ୍ଜର ସୁବିଧା କରାଯାଇଛି । ଏହି ଅବସରରେ Honda BigWing ର ସତ୍ତ୍ଵାଧିକାରୀ ସୁଜିତ କୁମାର ଅଗ୍ରୱାଲ ଗ୍ରାହକଙ୍କୁ ଆଗକୁ ଉତ୍ତମ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ।