ଅନ୍ୟାନ୍ୟ

ବାମୁର ଦଶହରାରେ ମା’ଙ୍କ ଆଙ୍ଗ୍ୟାଲଡୁ ନିଲାମ

By Angul TV Bureau

October 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରରେ ବଜାର କମିଟି ପକ୍ଷରୁ ଧୂମଧାମରେ ପାଳିତ ଦଶହରା ପୂଜା ଅବସରରେ ମା’ଙ୍କ ଆଙ୍ଗ୍ୟାଲଡୁ ନିଲାମ ହୋଇଛି। କଳାବେଡା ଗାଁର ଦୁଇ ଭାଇ ଲବ ପ୍ରଧାନ ଓ କୁଶ ପ୍ରଧାନ ୧୫,୫୫୧ ଟଙ୍କାରେ ଏହି ଆଙ୍ଗ୍ୟାଲଡୁ ନିଲାମ ନେଇଛନ୍ତି। କମିଟି ପକ୍ଷରୁ ତାଙ୍କୁ ଏହା ପ୍ରଦାନ କରାଯାଇଛି।