ଅନ୍ୟାନ୍ୟ

ଲକ୍ଷ୍ମୀ ହୋଣ୍ଡାରେ ମେଗା ମନସୁନ ଅଫର ଆରମ୍ଭ, ୪୦୦୦ ଟଙ୍କା ଯାଏଁ ରିହାତିରେ କିଣିପାରିବେ ମଟର ସାଇକେଲ

By Angul TV Bureau

August 12, 2025

ଅନୁଗୁଳ: ଅନୁଗୁଳ ସ୍ଥିତ ହୋଣ୍ଡା ମୋଟର୍ସ୍ ସାଇକେଲ ଏବଂ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ମେଗା ମନସୁନ ଅଫର ଆରମ୍ଭ ହୋଇଛି। ଏ ଅବସରରେ ବିଭିନ୍ନ ମଡେଲର ଗାଡ଼ିରେ ଅଧିକ ରିହାତି ସହ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଉଛି। ହୋଣ୍ଡା Activaରେ ୪୦୦୦ଟଙ୍କାର ଡିସକାଉଣ୍ଟ ଦିଆଯାଇଛି।

ସେହିଭଳି Unicorn, Sp125, SP160 ଓ HORNET 2.0 ରେ ୯୨୫୦ ଟଙ୍କାର ଆକର୍ଷଣୀୟ ଭିଆଇପି ଟ୍ରଲି ବ୍ୟାଗ ଉପହାର ଦିଆଯାଉଛି। ଏଥିସହ ୫୯୯୯ ରୁ କମ୍ ଡାଉନ ପେମେଣ୍ଟରେ କମ୍ ସୁଧହାର ସହିତ ଏକ୍ସଚେଞ୍ଜ ବୋନସ ୩୦୦୦ ଟଙ୍କା ମଧ୍ୟ ପାଇପାରିବେ। ଏହି ଅଫରର ଲାଭ ଉଠାଇବାକୁ ଲକ୍ଷ୍ମୀ ହୋଣ୍ଡା ସ୍ଵତ୍ତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ ଗ୍ରାହକଙ୍କୁ ନିବେଦନ କରିଛନ୍ତି। ତେବେ ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡ଼ି ସହିତ ଉତ୍ତମ ସେବା ଯୋଗାଇ ଦେବ ଆମର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ଲକ୍ଷ୍ମୀ ହୋଣ୍ଡା ମାଲିକ।