ଅନ୍ୟାନ୍ୟ

ଧନତେରସ ଓ ଦୀପାବଳି ପାଇଁ ଆକର୍ଷଣୀୟ ଅଫର ଆଣିଛି ଲକ୍ଷ୍ମୀ ହୋଣ୍ଡା, Strach & Win Offer ରେ ଆଜି ହିଁ ଉଠାନ୍ତୁ ଲାଭ

By Angul TV Bureau

October 28, 2024

 

ଅନୁଗୁଳ: ଧନତେରସ ଓ ଦୀପାବଳି ପାଇଁ ଏବେ ସବୁ ଆଡ଼େ ଉତ୍ସାହର ମାହୋଲ। ପୂଜା ଉପଲକ୍ଷେ Honda Motorcycle & Scooter India ର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ନେଇ ଆସିଛି Starch & Win offer। ଏହି ଅଫରରେ ଗ୍ରାହକ ମାନେ ହୋଣ୍ଡାର ଯେକୌଣସି ୨ ଚକିଆ ଗାଡ଼ି କିଣିଲେ ସେଥିରେ ନିଶ୍ଚିତ ଉପହାର ପାଇପାରିବେ। ଉପହାର ମଧ୍ୟରେ ମାଲେସିଆ ଟ୍ରିପ, ସ୍ମାର୍ଟ ଟିଭି, ସ୍ମାର୍ଟ ଘଣ୍ଟା, ଭିଆଇପି ଷ୍ଟ୍ରଲି ବ୍ୟାଗ, କଫି ସେଟ, ମାଇକ୍ରୋ ୱେଭ, ଇଣ୍ଡକସନ କ୍ୟାଟେଲ, ବ୍ୟାଗ ପ୍ୟାକ ଆଦି ରହିଛି। ଏଥିସହ ଗ୍ରାହକ ମାନେ ମାତ୍ର ୧୧୦୦ ଟଙ୍କା ଡାଉନ ପେମେଣ୍ଟରେ ହୋଣ୍ଡାର ଗାଡ଼ି ନେଇପାରିବେ। ଗ୍ରାହକ ଚାହିଁଲେ ନିଜର ପୁରୁଣା ଗାଡ଼ି ବଦଳାଇ ନୂତନ ହୋଣ୍ଡା ଗାଡ଼ି କ୍ୟାସ କିମ୍ବା ଫାଇନାନ୍ସ ମାଧ୍ୟମରେ ନେଇପାରିବେ। ପୁରୁଣା ଗାଡି ଏକ୍ସଚେଞ୍ଜ ଉପରେ ୨୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସର ସୁବିଧା ମଧ୍ୟ ରହିଛି।

ପୂଜା ଅବସରରେ ଅଭିନନ୍ଦନ ଜଣାଇବା ସହ ଅଫରର ଭରପୂର ଲାଭ ଉଠାଇବାକୁ ଲକ୍ଷ୍ମୀ ହୋଣ୍ଡାର ସ୍ୱତ୍ତାଧିକାରୀ ବିକ୍ରମ ଅଗ୍ରୱାଲା କହିଛନ୍ତି। ସେ ଆହୁରି କହିଛନ୍ତି, ଏବେ ସବୁ କଲରର ଗାଡ଼ି ଉପଲବ୍ଧ ଅଛି। ଏଣୁ ଯଦି ପୂଜା ପୂର୍ବରୁ ଗ୍ରାହକମାନେ ଗାଡ଼ି ବୁକିଂ କରନ୍ତି, ତାହାଲେ ପୂଜା ସମୟରେ ଗାଡ଼ି ପାଇପାରିବେ ବୋଲି ସେ କହିଥିଲେ।