ଅନ୍ୟାନ୍ୟ

ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

By Angul TV Bureau

September 10, 2022

ଅନୁଗୁଳ: ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି। ଏଭଳି ଆକର୍ଷଣୀୟ ଅଫର ଦେଉଛି ଲକ୍ଷ୍ମୀ ହୋଣ୍ଡା। ପବିତ୍ର ପୂଜା ଅବସରରେ ହୋଣ୍ଡା ମୋଟର ସାଇକେଲ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଗାଡ଼ି ମାତ୍ର ୧୧୦୦ ଟଙ୍କାର ଡାଉନ ପେମେଣ୍ଟ ଦେଇ ସହଜରେ ଫାଇନାନ୍ସ ମାଧ୍ୟମରେ ନେଇ ପାରିବେ।

ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ।ଗ୍ରାହକଙ୍କ ପାଇଁ ପୁରୁଣା ଗାଡ଼ିକୁ ଏକ୍ସଚେଞ୍ଜ କରିବାର ସୁବିଧା ମଧ୍ୟ ରହିଛି। ଏ ଅବସରରେ ହୋଣ୍ଡାର ତତ୍ୱାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି, ବର୍ତ୍ତମାନ ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ସବୁ ମଡେଲର ସବୁ କଲର ଉପଲବ୍ଧ ଅଛି। ଗ୍ରାହକମାନେ ପୂଜା ପୂର୍ବରୁ ନିଜ ପସନ୍ଦର ଗାଡ଼ି ବୁକିଂ କଲେ ଠିକ୍ ସମୟରେ ଗାଡ଼ିର ଡେଲିଭରି ନେଇ ପାରିବେ।