ଅନ୍ୟାନ୍ୟ

ଦଶହରା ପାଇଁ ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର! ଯେ କୌଣସି ଗାଡ଼ି କିଣିଲେ ପାଇବେ ନିଶ୍ଚୟ ଉପହାର, ପୁରୁଣା ଗାଡ଼ିକୁ ମଧ୍ୟ ବଦଳାଇ ପାରିବେ

By Angul TV Bureau

October 18, 2023

ଅନୁଗୁଳ: ଦଶହରା ଉପଲକ୍ଷେ ଆକର୍ଷଣୀୟ ଅଫର ନେଇ ଆସିଛି ଅନୁଗୁଳର ଲକ୍ଷ୍ମୀ ହୋଣ୍ଡା। ପାର୍ବଣରେ ଦୋକାନରୁ ହୋଣ୍ଡାର ଯେକୌଣସି ଦୁଇ ଚକିଆ ଗାଡ଼ି କିଣିଲେ ସ୍କାର୍ଚ୍ଚ କାର୍ଡ ମାଧ୍ୟମରେ ନିଶ୍ଚିତ ଉପହାର ପାଇପାରିବେ ବୋଲି ଶୋ ରୁମ ପକ୍ଷରୁ କୁହାଯାଇଛି। ଏହି ଉପହାର ମଧ୍ୟରେ ଏଲଇଡି ଟିଭି, ମାଇକ୍ରୋୱେଭ, ଇଲେକ୍ଟ୍ରିକ କେଟିଲ, ଇଣ୍ଡକ୍ସନ, ବ୍ୟାଗ ପ୍ୟାକ ଆଦି ରହିଛି। ଏଥିସହ ସୁପର ସିକ୍ସ ଅଫରରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସେହିପରି ଯଦି ଗ୍ରାହକ ଫାଇନାନ୍ସରେ ଗାଡ଼ି କିଣିବାକୁ ଚାହୁଁଛନ୍ତି, ତେବେ ଜିରୋ ଡାଉନପେମେଣ୍ଟରେ ୬.୯୯ % ସୁଧହାରରେ ଗାଡି ନେଇପାରିବେ। ଅନ୍ୟପଟେ ଲକ୍ଷ୍ମୀ ହୋଣ୍ଡା ଗାଡ଼ି ଏକ୍ସଚେଞ୍ଜର ସୁବିଧା ମଧ୍ୟ ଦେଉଛି। ଗ୍ରାହକମାନେ ପୁରୁଣା ଗାଡି ବଦଳାଇ ନୂତନ ହୋଣ୍ଡା ଗାଡ଼ି ନଗଦ କିମ୍ବା ଫାଇନାନ୍ସ ମାଧ୍ୟମରେ ନେଇ ପାରିବେ। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ଅଛି। ତୁରନ୍ତ ଅଫରର ଲାଭ ଉଠାଇବାକୁ ଲକ୍ଷ୍ମୀ ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି।