ଅନୁଗୋଳ: ଲକ୍ଷ୍ମୀ ହୋଣ୍ଡାର ‘ହୋଣ୍ଡା ଜୟ ଫେଷ୍ଟ – ସ୍କ୍ରାଚ୍ ଆଣ୍ଡ ୱିନ୍’ ଅଫରରେ ଆଉ ଜଣେ ଭାଗ୍ୟଶାଳୀ ବିଜେତା ଫ୍ରିଜ୍ ଜିତିଛନ୍ତି। ନାଲକୋ ବାସଲା ହଟିଂ ଅଞ୍ଚଳର ଭାରତୀ ସାଣ୍ଡିଲ ଲକ୍ଷ୍ମୀ ହୋଣ୍ଡା, ଅନୁଗୋଳରୁ ହୋଣ୍ଡା ଦୁଇଚକିଆ କିଣି ଏହି ପୁରସ୍କାର ଜିତିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲକ୍ଷ୍ମୀ ହୋଣ୍ଡା କର୍ମଚାରୀଙ୍କ ଦ୍ୱାରା ବିଜେତାଙ୍କୁ ଫ୍ରିଜ୍ ହସ୍ତାନ୍ତର କରାଯାଇଛି।
ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ କୁହାଯାଇଛି ଯେ, ଏହି ପାର୍ବଣ ଋତୁରେ ଗ୍ରାହକଙ୍କ କ୍ରୟ ଅନୁଭୂତିକୁ ଅଧିକ ଖୁସିମୟ କରିବା ପାଇଁ ସ୍କ୍ରାଚ୍ ଆଣ୍ଡ ୱିନ୍ ଯୋଜନାରେ ଫ୍ରିଜ୍, ୱାଶିଂ ମେସିନ୍, ଏୟାର ଫ୍ରାୟର ଭଳି ନିଶ୍ଚିତ ଉପହାର ଓ ଦୈନିକ ଲକି ଡ୍ର’ରେ ଆଇଫୋନ୍ ଜିତିବାର ସୁଯୋଗ ରହିଛି। ନୂଆ ହୋଣ୍ଡା ଦୁଇଚକିଆ କିଣିବାକୁ ଇଚ୍ଛୁକ ଗ୍ରାହକ ଲକ୍ଷ୍ମୀ ହୋଣ୍ଡା, ଅନୁଗୋଳ ଶୋ’ରୁମ୍ ପରିଦର୍ଶନ କରି ଏହି ଅଫରର ଲାଭ ନେଇପାରିବେ।ଅଫର୍ର ଲାଭ ପାଇବା ଯୋଗ୍ୟତା ପ୍ରଚଳିତ ଅଭିଯାନର ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ନିର୍ଦ୍ଧାରିତ ହେବ ବୋଲି କୁହାଯାଇଛି।