ମୁଖ୍ୟ ଖବର

ସିଦ୍ଧି ଲକ୍ଷ୍ମୀ ମୋଟର୍ସଠାରେ ମହିନ୍ଦ୍ରା XUV 7XO ର ବଜାର ପ୍ରବେଶ

By Angul TV Bureau

January 11, 2026

ଅନୁଗୁଳ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସଠାରେ ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ XUV 7XO ର ଆଜି ବଜାର ପ୍ରବେଶ ହୋଇଛି।

ଉଦଘାଟନ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ସହ ଗ୍ରାହକମାନେ ଯୋଗ ଦେଇଥିଲେ। କମ୍ପାନୀ ସୂଚନା ମୁତାବକ, XUV 7XO ଗାଡ଼ିରେ Lable 2 Adas Sense+, ଟ୍ରିପଲ ଟଚ ସ୍କ୍ରିନ ଏବଂ Dolbi Vision and Atmos ଭଳି ଆଡଭାନ୍ସ ଫିଚର ରହିଛି। ଏହି ଗାଡ଼ି ୭ ଟି ରଙ୍ଗରେ ଉପଲବ୍ଧ। ଏହାର ଦାମ୍ ୧୩.୬୬ ଲକ୍ଷରୁ ଆରମ୍ଭ। ସିଦ୍ଧି ଲକ୍ଷ୍ମୀ ମୋଟର୍ସ ତରଫରୁ ଗ୍ରାହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି ବୋଲି ଲକ୍ଷ୍ମୀ ମୋଟର୍ସ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଲକ୍ଷ୍ମୀ ମୋଟର୍ସ ସ୍ବତ୍ବାଧିକାରୀ ରାଜ କୁମାର ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।