ମୁଖ୍ୟ ଖବର

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ XUV 3XO ର ବଜାର ପ୍ରବେଶ, ତୁରନ୍ତ କିଣି ଉଠାନ୍ତୁ ଲାଭ

By Angul TV Bureau

May 09, 2024

ଅନୁଗୁଳ: ଅନୁଗୁଳସ୍ଥିତ ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ XUV 3XO ର ବଜାର ପ୍ରବେଶ ହୋଇଛି। ଆଜି ପ୍ରବନ୍ଧକ ବିକ୍ରମ କୁମାର ଅଗ୍ରୱାଲ ଓ ସୁଜିତ କୁମାର ଅଗ୍ରୱାଲଙ୍କ କରକମଳରେ ଏହି ଗାଡ଼ିର ବଜାର ପ୍ରବେଶ ହୋଇଛି। ଉଦଘାଟନ ଉତ୍ସବରେ ଅନ୍ୟତମ ଅତିଥିଭାବେ ଏସବିଆଇ, ମହିନ୍ଦ୍ରା ଫାଇନାନନ୍ସ, ଚୋଳମଣ୍ଡଳମ ଫାଇନାନ୍ସ, ସୁନ୍ଦରମ ଫାଇନାନ୍ସ କମ୍ପାନୀ ସହ ବହୁ ଗ୍ରାହକ ଯୋଗ ଦେଇଥିଲେ। ଆଜି ୧୦ ଜଣ ଗ୍ରାହକ ବୁକିଙ୍ଗ କରିଥିଲେ। ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଗ୍ରାହକଙ୍କ ସେବା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ଏ ଅବସରରେ ସୋ ରୁମ୍ ମାଲିକ କହିଥିଲେ।