ଅନ୍ୟାନ୍ୟ

ନିଖୋଜ ଆଇନଜୀବୀଙ୍କ ସନ୍ଧାନ ମିଳିଲା

By Biswaranjan Pattnaik

June 09, 2023

ଅନୁଗୁଳ: ଗତ ତିନି ତାରିଖରେ ଦିଲ୍ଲୀ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ (ନାଁନୁ ଭାଇ)ଙ୍କ ସନ୍ଧାନ ମିଳିଛି। ସେ ଆଗ୍ରା ନିକଟବର୍ତ୍ତୀ ଫିରୋଜାବାଦ୍ ଅଞ୍ଚଳରେ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ପୋଲିସ ଖବର ପାଇ ଦିଲ୍ଲୀ ଆଣିଚି। ନାନୁ ଭାଇଙ୍କ ସମ୍ପର୍କୀୟ ଦିଲ୍ଲୀରେ ପହଞ୍ଚି ତାଙ୍କୁ ଆଣିବା ପାଇଁ ବାହାରି ଯାଇଛନ୍ତି।