ଭୁବନେଶ୍ୱର: ଜୁନ ମାସରେ ପ୍ରବଳ କାଚିବ। ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ଏଥରକ ରାଜ୍ୟରେ ଭଲ ବର୍ଷା ହେବ। ଜୁନ୍ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଏବେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ସ୍ଥଳ ଭାଗ ଛୁଇଁ ସାରି କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି। ଏଣୁ ଶୀଘ୍ର ବର୍ଷା ହେବ ବୋଲି ସେ କହିଛନ୍ତି।